କଟକ ଧାକୁଲାଇ ପୀଠରେ ଜମିଲା ରଜ , ହେଲା ପୁଚି , ତାସ୍ ଓ ଲୁଡୁ ଖେଳ । Raja Celebration In Cuttack

କଟକ ଧାକୁଲାଇ ପୀଠରେ ଜମିଲା ରଜ , ହେଲା ପୁଚି , ତାସ୍ ଓ ଲୁଡୁ ଖେଳ ।ଆଜି ରଜ ଶେଷ ରଜ, ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ତିନି ଦିନିଆ ରଜ ଉତ୍ସବର ଶେଷଦିନ । ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି । ତା ସହି