କଟକ ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ପ୍ରସ୍ତାବ

କଟକ ୫।୧୦: ସୁରୁଖୁରୁରେ ରାବଣ ପୋଡ଼ି ଉପରେ ହାଇକୋର୍ଟଙ୍କ ଗୁରୁତ୍ଵ । କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା । କେବଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟିର ପ୍ରସ୍ତାବ । ସୂଚନାଯୋଗ୍ୟ ଯେ, କଟକରେ ହେବାକୁ ଥିବା ରାବଣ ପୋଡ଼ି ଉତ୍ସବରେ ହେବ ନାହିଁ ବାଣ ପ୍ରତିଯୋଗିତା । ଏ ନେଇ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟି ଯେଉଁ ପ୍ରସ୍ତାବ ଦେଇଛି, ତାକୁ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି । ଆସନ୍ତା ୧୦ ତାରିଖ ଭିତରେ ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା ଉପଲବ୍ଧ କରାଇବା ଲାଗି   ସିଏମ୍‌ସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ ପରିଚାଳନା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ହୋଇଛି । ବାରବାଟୀ   ସର୍ବଧର୍ମ ସାଂସ୍କୃତିକ  ପରିଷଦ ପକ୍ଷରୁ ଆଗତ ଇଣ୍ଟର ଭେନିଂ ପିଟିସନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।You Can Read:ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ି ଯାଇଥିଲେ ଦୁଇ ଛାତ୍ର : ଶୁକ୍ରବାର ମିଳିଥିଲା ଜଣଙ୍କ ମୃତଦେହ, ଶନିବାର ମିଳିଲା ଆଉ ଜଣଙ୍କର

କଟକ ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ପ୍ରସ୍ତାବ

କଟକ ୫।୧୦: ସୁରୁଖୁରୁରେ ରାବଣ ପୋଡ଼ି ଉପରେ ହାଇକୋର୍ଟଙ୍କ ଗୁରୁତ୍ଵ । କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା । କେବଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟିର ପ୍ରସ୍ତାବ । 

ସୂଚନାଯୋଗ୍ୟ ଯେ, କଟକରେ ହେବାକୁ ଥିବା ରାବଣ ପୋଡ଼ି ଉତ୍ସବରେ ହେବ ନାହିଁ ବାଣ ପ୍ରତିଯୋଗିତା । ଏ ନେଇ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟି ଯେଉଁ ପ୍ରସ୍ତାବ ଦେଇଛି, ତାକୁ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି । 

ଆସନ୍ତା ୧୦ ତାରିଖ ଭିତରେ ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା ଉପଲବ୍ଧ କରାଇବା ଲାଗି   ସିଏମ୍‌ସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ ପରିଚାଳନା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ହୋଇଛି । ବାରବାଟୀ   ସର୍ବଧର୍ମ ସାଂସ୍କୃତିକ  ପରିଷଦ ପକ୍ଷରୁ ଆଗତ ଇଣ୍ଟର ଭେନିଂ ପିଟିସନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

You Can Read:

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ି ଯାଇଥିଲେ ଦୁଇ ଛାତ୍ର : ଶୁକ୍ରବାର ମିଳିଥିଲା ଜଣଙ୍କ ମୃତଦେହ, ଶନିବାର ମିଳିଲା ଆଉ ଜଣଙ୍କର