କଟକର ରୁପା ତାରକସି କାରୁକାର୍ଯ୍ୟକୁ ମିଳିଲା ଜି. ଆଇ ଟ୍ୟାଗ

କଟକ : ପୂରଣ ହେଲା ବହୁ ଦିନର ଆଶା। ବିଶ୍ଵ ପ୍ରସିଦ୍ଧ କଟକର ରୁପା ତାରକସି କାରୁକାର୍ଯ୍ୟକୁ ମିଳିଲା ଜି. ଆଇ ଟ୍ୟାଗ। ଆଜି ଏହି ଖବର ସାମ୍ନାକୁ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ତାରକସି କାରିଗର। ଏହା ସମସ୍ତଙ୍କ ପାଇଁ ଏକ ଗୋୖରବର ମୁହୂର୍ତ୍ତ ବୋଲି କହିଛନ୍ତି। ବହୁ ଦିନ ତଳୁ ଆବେଦନ କରାଯାଇଥିଲା। ସିଏମସି ମେୟର କହିଛନ୍ତି ବହୁ ଦିନ ତଳୁ ଆବେଦନ ହୋଇଥିଲା। ଏବେ ସେଥିରେ ମୋହର ବାଜିଛି। ନିକଟ ଭବିଷ୍ୟତରେ […] The post କଟକର ରୁପା ତାରକସି କାରୁକାର୍ଯ୍ୟକୁ ମିଳିଲା ଜି. ଆଇ ଟ୍ୟାଗ appeared first on KNews Odisha.

କଟକର ରୁପା ତାରକସି କାରୁକାର୍ଯ୍ୟକୁ ମିଳିଲା ଜି. ଆଇ ଟ୍ୟାଗ
tarakasi

କଟକ : ପୂରଣ ହେଲା ବହୁ ଦିନର ଆଶା। ବିଶ୍ଵ ପ୍ରସିଦ୍ଧ କଟକର ରୁପା ତାରକସି କାରୁକାର୍ଯ୍ୟକୁ ମିଳିଲା ଜି. ଆଇ ଟ୍ୟାଗ। ଆଜି ଏହି ଖବର ସାମ୍ନାକୁ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ତାରକସି କାରିଗର। ଏହା ସମସ୍ତଙ୍କ ପାଇଁ ଏକ ଗୋୖରବର ମୁହୂର୍ତ୍ତ ବୋଲି କହିଛନ୍ତି। ବହୁ ଦିନ ତଳୁ ଆବେଦନ କରାଯାଇଥିଲା। ସିଏମସି ମେୟର କହିଛନ୍ତି ବହୁ ଦିନ ତଳୁ ଆବେଦନ ହୋଇଥିଲା। ଏବେ ସେଥିରେ ମୋହର ବାଜିଛି। ନିକଟ ଭବିଷ୍ୟତରେ ରୁପା ତାରକସି ଶିଳ୍ପ ପାଇଁ ଏକ ଫିଲିଗ୍ରୀ ସେଣ୍ଟର ଖୋଲା ଯିବ ବୋଲି କହିଛନ୍ତି।

The post କଟକର ରୁପା ତାରକସି କାରୁକାର୍ଯ୍ୟକୁ ମିଳିଲା ଜି. ଆଇ ଟ୍ୟାଗ appeared first on KNews Odisha.