କଟକରେ କାନି ଖାଉଛି ବିଜେଡି ଗୁଡ଼ି

କଟକରେ କାନି ଖାଉଛି ବିଜେଡି ଗୁଡ଼ି। ଜଣକ ପରେ ଜଣେ କଟକିଆ ନେତା ଛାଡୁଛନ୍ତି ଶଙ୍ଖ ଶିବିର। କିଏ ହେବେ ଦଳ ଚେହେରା ଟେନସନରେ ବିଜେଡି। କଟକରେ ଦୁର୍ଗ ଭୁଶୁଡୁଥିବା କହି ବିଜେପି ଓ କଂଗ୍ରେସର ଟାର୍ଗେଟ୍। ପ୍ରଦର୍ଶନରେ ପଡ଼ିବନି ପ୍ରଭାବ କହିଲା ବିଜେଡି

କଟକରେ କାନି ଖାଉଛି ବିଜେଡି ଗୁଡ଼ି

କଟକରେ କାନି ଖାଉଛି ବିଜେଡି ଗୁଡ଼ି। ଜଣକ ପରେ ଜଣେ କଟକିଆ ନେତା ଛାଡୁଛନ୍ତି ଶଙ୍ଖ ଶିବିର। କିଏ ହେବେ ଦଳ ଚେହେରା ଟେନସନରେ ବିଜେଡି। କଟକରେ ଦୁର୍ଗ ଭୁଶୁଡୁଥିବା କହି ବିଜେପି ଓ କଂଗ୍ରେସର ଟାର୍ଗେଟ୍। ପ୍ରଦର୍ଶନରେ ପଡ଼ିବନି ପ୍ରଭାବ କହିଲା ବିଜେଡି ।