କଟକରେ ବୋମାମାଡ଼, କ୍ୟାଣ୍ଟନମେଣ୍ଟ ପୁଲିସର ତନାଘନା
କଟକ: କଟକରେ ପୁଣି ଘଟିଛି ଆଉ ଏକ ଅଘଟଣ। ଏକ ମୋଟରସାଇକଲରେ ଆସି ଦୁଇଜଣ ଦୁର୍ବୁତ୍ତ ମିଶନ ରୋଡ ଚର୍ଚ୍ଚକୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିବା ସୂଚନା ମିଳିଛି। ମିଶନ ରୋଡ ଚର୍ଚ୍ଚ କ୍ୟାମ୍ପସରେ ବୋମାମାଡ଼ କରି ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଦୁର୍ବୁତ୍ତ ଚମ୍ପଟ ମାରିଛନ୍ତି। ଖବର ପାଇ ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି। କିଏ ଓ କାହିଁକି ବୋମାମାଡ଼ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।