କଟକରେ ଭୁସୁଡ଼ିଲା ତୋରଣ

କଟକ : ଖାନନଗର ଅଞ୍ଚଳରେ ଭୁଶୁଡି ପଡିଲା ଦଶହରାରେ ନିର୍ମିତ ହୋଇଥିବା ସୁଉଚ୍ଚ ତୋରଣ । ନେତାଜୀ ବସ ଟର୍ମିନାଲ ନିକଟରେ ଥିବା ୩୦ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ଟି ଭୁଶୁଡି ପଡିଛି । ତୋରଣ ତଳେ ଗୋଟିଏ କାର ସହିତ ୩ ବାଇକ ଓ ଗୋଟିଏ ଅଟୋ ଚାପି ହୋଇ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିବା ସୂଚନା ମିଳିଛି ।