କଟା ଘା’ରେ ଚୂନ ଲଗାଇଲେ ସ୍ବାତୀ ମାଲିୱାଲ: କହିଲେ, ଅହଙ୍କାର ଛାଡନ୍ତୁ କେଜ୍ରିଓ୍ବାଲ୍
ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଅବସ୍ଥା ଖରାପ ରହିଛି। କିଙ୍ଗମେକର ହେବାର ସ୍ବପ୍ନ ସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଏପି ଦଳ ପରାଜୟର ସମ୍ମୁଖୀନ ହୋଇଛି। ଏପରିକି ଅନେକ ଆସନରେ ଖାତା ଖୋଲିପାରି ନାହିଁ। ଏହି ସମୟରେ ଦଳର ବିଦ୍ରୋହୀ ଏମ୍ପି ସ୍ବାତୀ ମାଲିୱାଲ ମଧ୍ୟ ଏଏପିର କ୍ଷତରେ ଚୂନ ଲଗାଇଛନ୍ତି। ଏକ୍ସରେ ଏକ ପୋଷ୍ଟ ଶେୟାର କରି ସେ ଅରବିନ୍ଦ କେଜ୍ରିୱାଲଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। The post କଟା ଘା’ରେ ଚୂନ ଲଗାଇଲେ ସ୍ବାତୀ ମାଲିୱାଲ: କହିଲେ, ଅହଙ୍କାର ଛାଡନ୍ତୁ କେଜ୍ରିଓ୍ବାଲ୍ appeared first on Dharitri Odia News.
ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଅବସ୍ଥା ଖରାପ ରହିଛି। କିଙ୍ଗମେକର ହେବାର ସ୍ବପ୍ନ ସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଏପି ଦଳ ପରାଜୟର ସମ୍ମୁଖୀନ ହୋଇଛି। ଏପରିକି ଅନେକ ଆସନରେ ଖାତା ଖୋଲିପାରି ନାହିଁ। ଏହି ସମୟରେ ଦଳର ବିଦ୍ରୋହୀ ଏମ୍ପି ସ୍ବାତୀ ମାଲିୱାଲ ମଧ୍ୟ ଏଏପିର କ୍ଷତରେ ଚୂନ ଲଗାଇଛନ୍ତି। ଏକ୍ସରେ ଏକ ପୋଷ୍ଟ ଶେୟାର କରି ସେ ଅରବିନ୍ଦ କେଜ୍ରିୱାଲଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।
The post କଟା ଘା’ରେ ଚୂନ ଲଗାଇଲେ ସ୍ବାତୀ ମାଲିୱାଲ: କହିଲେ, ଅହଙ୍କାର ଛାଡନ୍ତୁ କେଜ୍ରିଓ୍ବାଲ୍ appeared first on Dharitri Odia News.