କଟିଯିବ କି ସମସ୍ତଙ୍କ ରାସନ କାର୍ଡ ?

ନୋଟିସରେ ଦର୍ଶାଯାଇଛି ଯେ ଆପଣଙ୍କ ପରିବାରର ସଦସ୍ୟଙ୍କ ମାସିକ ଆୟ ଦଶ ହଜାର ଟଙ୍କାରୁ ଅଧିକ ଓ ଆୟକର ଫାଇଲ୍ କରୁଛନ୍ତି ତେଣୁ ସରକାରଙ୍କ ଖାଦ୍ୟ ଯୋଗାଣ ନିୟମ ଅନୁସାରେ ରାସନ୍ ପାଇବାକୁ ଆପଣ ଯୋଗ୍ୟ ନୁହଁନ୍ତି ।

କଟିଯିବ କି ସମସ୍ତଙ୍କ ରାସନ କାର୍ଡ ?
Array