କ’ଣ କରୁଛି ଯୋଗାଣ ବିଭାଗ ?

ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର ହଠାତ୍ ବଢ଼ିଛି ।

କ’ଣ କରୁଛି ଯୋଗାଣ ବିଭାଗ ?

ବାତ୍ୟା ପୂର୍ବରୁ ପରିବା ମାର୍କେଟରେ ବାତ୍ୟା । ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର ହଠାତ୍ ବଢ଼ିଛି । ଦେଖନ୍ତୁ ପୂରା ରିପୋର୍ଟ।