କପିକ୍ୟାଟ ପାକିସ୍ତାନ

#କପିକ୍ୟାଟ୍_ପାକିସ୍ତାନ ଭାରତକୁ କପି କରୁଛି ପାକିସ୍ତାନ। ଅପରେସନ୍ ସିନ୍ଦୂର ପରେ ଭାରତ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ଯାହା କିଛି କରୁଛନ୍ତି, ପାକିସ୍ତାନ ବି ତାର ନକଲ କରୁଛି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦମପୁର୍ ଏୟାରବେସ ଗସ୍ତ ହେଉ, କି ଅପରେସନ୍ ସିନ୍ଦୂରକୁ ନେଇ ସେନାର ଦୈନିକ ପ୍ରେସ୍ ବ୍ରିଫିଂ। ଖାଲି ଏତିକି ନୁହେଁ, ଏବେ ଭାରତ ଭଳି କପିକ୍ୟାଟ୍ ପାକିସ୍ତାନ ମଧ୍ୟ ବିଭିନ୍ନ ଦେଶକୁ ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତ୍ତି ନେଇଛି।

କପିକ୍ୟାଟ ପାକିସ୍ତାନ
Array