କମାଳା ଚୋପାରୁ ବାସିବ ଘର, ଜାଣନ୍ତୁ କେମିତି
କମଳା ଚୋପାକୁ ଶୁଖାଇବା ଲାଗି ପେପର ବ୍ୟାଗ୍ କିମ୍ବା ଏୟାର ଟାଇଟ କଣ୍ଟେନରରେ ରଖି ଶୁଖାନ୍ତୁ। ଶୁଖିଯିବା ପରେ ଏଥିରୁ ଏକ ପ୍ରକାର ବାସ୍ନା ବାହାରିଥାଏ। ଏହାକୁ ରୁମ୍ ଫ୍ରେଶନର ଭାବରେ ବ୍ୟବହାର କରିପାରିବେ। ଚୋପା ଶୁଖିଯିବା ପରେ ସେଗୁଡିକୁ ଗ୍ରାଇଣ୍ଡରରେ ଭଲ ଭାବରେ ପେଶି ଦିଅନ୍ତୁ। ଏହା ପାଉଡର ହୋଇଯିବା ପରେ ଏହି ଗୁଣ୍ଡକୁ ସ୍ପ୍ରେ ବୋତଲରେ ପୁରାଇ ସେଥିରେ କିଛି ନର୍ମାଲ ପାଣି ମିଶାନ୍ତୁ। ବୋତଲଟିକୁ ଭଲ ଭାବରେ ହଲାଇ ଦେଲେ ପାଉଡର ପାଣିରେ […] The post କମାଳା ଚୋପାରୁ ବାସିବ ଘର, ଜାଣନ୍ତୁ କେମିତି appeared first on Dharitri Odia News.
କମଳା ଚୋପାକୁ ଶୁଖାଇବା ଲାଗି ପେପର ବ୍ୟାଗ୍ କିମ୍ବା ଏୟାର ଟାଇଟ କଣ୍ଟେନରରେ ରଖି ଶୁଖାନ୍ତୁ।
ଶୁଖିଯିବା ପରେ ଏଥିରୁ ଏକ ପ୍ରକାର ବାସ୍ନା ବାହାରିଥାଏ। ଏହାକୁ ରୁମ୍ ଫ୍ରେଶନର ଭାବରେ ବ୍ୟବହାର କରିପାରିବେ।
ଚୋପା ଶୁଖିଯିବା ପରେ ସେଗୁଡିକୁ ଗ୍ରାଇଣ୍ଡରରେ ଭଲ ଭାବରେ ପେଶି ଦିଅନ୍ତୁ। ଏହା ପାଉଡର ହୋଇଯିବା ପରେ ଏହି ଗୁଣ୍ଡକୁ ସ୍ପ୍ରେ ବୋତଲରେ ପୁରାଇ ସେଥିରେ କିଛି ନର୍ମାଲ ପାଣି ମିଶାନ୍ତୁ।
ବୋତଲଟିକୁ ଭଲ ଭାବରେ ହଲାଇ ଦେଲେ ପାଉଡର ପାଣିରେ ସମ୍ପୂର୍ଣ୍ଣ ମିଶିଯିବ।
ସେହି ପାଣିମିଶ୍ରିତ ଗୁଣ୍ଡରେ ଲାଭେଣ୍ଡର, ଲେମନ କିମ୍ବା ଅନ୍ୟ ଆବଶ୍ୟକ ତେଲ ମିଶାଇ ପାରିବେ। ଏହାଦ୍ୱାରା ଫ୍ରେଶନରର ବାସ୍ନା ଆହୁରି ବଢ଼ିଯାଏ।
ଘରେ ସ୍ପ୍ରେ କରି ତାହା କିପରି କାମ କରୁଛି ତାହା ନିଜେ ଜାଣିପାରିବେ।
The post କମାଳା ଚୋପାରୁ ବାସିବ ଘର, ଜାଣନ୍ତୁ କେମିତି appeared first on Dharitri Odia News.