କମିବାରେ ଲାଗିଛି ଜଲାପୁଟ ଜଳଭଣ୍ଡାରର ଜଳସ୍ତର, ୫ ଗେଟ୍ ଦେଇ ଛଡାଯାଉଛି ପାଣି

ଲମତାପୁଟ ୧୦।୯: ଜଲାପୁଟ ଜଳଭଣ୍ଡାର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି l ଡ୍ୟାମ୍‌ର କ୍ଷମତା ୨୭୫୦ ଫୁଟ ରହିଛି । ସୋମବାର ଠାରୁ ଡ୍ୟାମ୍‌ର ୫ଟି ଗେଟ୍ ଦେଇ ୪୯ ହାଜର କ୍ୟୁସେକ ଜଳ ଛଡା ଯାଉଥିଲା l ମଙ୍ଗଳବାର ସକାଳୁ ଡ୍ୟାମ୍‌ର ଜଳସ୍ତର ୨୭୪୮ ହେବା ପରେ ୨୦ ହଜାର କ୍ୟୁସେକ୍ ପାଣି ଛଡା ଯାଉଛି l କିନ୍ତୁ ତଳ ମୁଣ୍ଡରେ ଥିବା ଡି. ଡ୍ୟାମ୍‌ରେ ଜଳସ୍ତର ଲଗାତାର ବଢ଼ିବାରୁ  ୪ଟି ଗେଟ୍‌ ଦେଇ ୪୦ ହଜାର କ୍ୟୁସେକ୍‌ ପାଣି ଛଡାଯାଉଛି  l ଡି. ଡ୍ୟାମ୍‌ ୨୫୯୦ ଫୁଟ କ୍ଷମତା ରହିଥିବା ବେଳେ ୨୫୮୯ ଜଳସ୍ତର ରହିଛି lYou Can Read:ପାନପୋଷ ଫରେଷ୍ଟ ରେଞ୍ଜରୁ ହାତୀର ମୃତଦେହ ଠାବ, ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ

କମିବାରେ ଲାଗିଛି ଜଲାପୁଟ ଜଳଭଣ୍ଡାରର ଜଳସ୍ତର, ୫ ଗେଟ୍ ଦେଇ ଛଡାଯାଉଛି ପାଣି

ଲମତାପୁଟ ୧୦।୯: ଜଲାପୁଟ ଜଳଭଣ୍ଡାର ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି l ଡ୍ୟାମ୍‌ର କ୍ଷମତା ୨୭୫୦ ଫୁଟ ରହିଛି । ସୋମବାର ଠାରୁ ଡ୍ୟାମ୍‌ର ୫ଟି ଗେଟ୍ ଦେଇ ୪୯ ହାଜର କ୍ୟୁସେକ ଜଳ ଛଡା ଯାଉଥିଲା l ମଙ୍ଗଳବାର ସକାଳୁ ଡ୍ୟାମ୍‌ର ଜଳସ୍ତର ୨୭୪୮ ହେବା ପରେ ୨୦ ହଜାର କ୍ୟୁସେକ୍ ପାଣି ଛଡା ଯାଉଛି l 

କିନ୍ତୁ ତଳ ମୁଣ୍ଡରେ ଥିବା ଡି. ଡ୍ୟାମ୍‌ରେ ଜଳସ୍ତର ଲଗାତାର ବଢ଼ିବାରୁ  ୪ଟି ଗେଟ୍‌ ଦେଇ ୪୦ ହଜାର କ୍ୟୁସେକ୍‌ ପାଣି ଛଡାଯାଉଛି  l ଡି. ଡ୍ୟାମ୍‌ ୨୫୯୦ ଫୁଟ କ୍ଷମତା ରହିଥିବା ବେଳେ ୨୫୮୯ ଜଳସ୍ତର ରହିଛି l

You Can Read:

ପାନପୋଷ ଫରେଷ୍ଟ ରେଞ୍ଜରୁ ହାତୀର ମୃତଦେହ ଠାବ, ବିଦ୍ୟୁତ ଆଘାତରେ ମୃତ୍ୟୁ ସନ୍ଦେହ