କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଆଲର୍ଟ, ସବୁ ଜିଲାରେ ଆରମ୍ଭ ହେଲା ଟେଷ୍ଟିଂ
ଭୁବନେଶ୍ୱର,୧୭ା୫: ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି। ସେମାନେ କୌଣସି କେସ୍ ରିପୋର୍ଟ କରିନାହାନ୍ତି। ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ଆମକୁ ଆଲର୍ଟ ରହିବାକୁ କୁହାଯାଇଛି। ରାଜ୍ୟର ସବୁ ଜିଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଥିବାବେଳେ ରାଜ୍ୟରେ ଦୀର୍ଘଦିନ ହେଲା କରୋନା ପଜିଟିଭ୍ କେସ୍ […] The post କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଆଲର୍ଟ, ସବୁ ଜିଲାରେ ଆରମ୍ଭ ହେଲା ଟେଷ୍ଟିଂ appeared first on Dharitri Odia News.
ଭୁବନେଶ୍ୱର,୧୭ା୫: ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି। ସେମାନେ କୌଣସି କେସ୍ ରିପୋର୍ଟ କରିନାହାନ୍ତି। ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ଆମକୁ ଆଲର୍ଟ ରହିବାକୁ କୁହାଯାଇଛି। ରାଜ୍ୟର ସବୁ ଜିଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଥିବାବେଳେ ରାଜ୍ୟରେ ଦୀର୍ଘଦିନ ହେଲା କରୋନା ପଜିଟିଭ୍ କେସ୍ ଆସିନି।
ସୂଚନା ଥାଉକି, ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କଂରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାବେଳେ ସର୍ବାଧିକ ମାମଲା ହଂକଂରୁ ହିଁ ଆସିଛି।
The post କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଆଲର୍ଟ, ସବୁ ଜିଲାରେ ଆରମ୍ଭ ହେଲା ଟେଷ୍ଟିଂ appeared first on Dharitri Odia News.