କର୍ତ୍ତବ୍ୟ ପଥରେ ଗଡିବ ୨୬ଟି ପ୍ରଜ୍ଞାପନ ମେଢ଼, ଓଡିଶା ସାମିଲ

ଡେସ୍କ: ଚଳିତ ବର୍ଷ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପ୍ୟାରେଡରେ ମୋଟ ୨୬ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ଏଥିମଧ୍ୟରୁ ୧୬ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ମନ୍ତ୍ରଣାଳୟ ଏବଂ ବିଭାଗ ଓ ୧୦ଟି ସଂଗଠନର ପ୍ରଜ୍ଞାପନ ମେଢ଼ ରହିବ। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଅରୁଣାଚଳ ପ୍ରଦେଶ, ହରିୟାଣା, ମଣିପୁର, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଲଦାଖ, ତାମିଲନାଡୁ, ଗୁଜୁରାଟ, ମେଘାଳୟ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନା ରହିଛି।