କଳାହାଣ୍ଡିଆ କାଳବୈଶାଖୀ ତାଣ୍ଡବ, କଟକରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୯।୫: ପ୍ରବଳ ଖରା ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି। ଏହା ସହ କେତେକ ଜିଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୮ ଜିଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶର, ଭଦ୍ରକକୁ ସତର୍କତା କରାଯାଇଥିବା ସହ ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାରେ ବର୍ଷା ସାଙ୍ଗକୁ ଘଡ଼ଘଡି, ପବନ ବହିବା ନେଇ ସତର୍କ କରାଯାଇଛି। ଅନ୍ୟପକ୍ଷେ କଟକରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ୱରର ଆକାଶରେ କଳାହାଣ୍ଡିଆ ମେଘ ଦେଖାଦେିଛି। The post କଳାହାଣ୍ଡିଆ କାଳବୈଶାଖୀ ତାଣ୍ଡବ, କଟକରେ ପ୍ରବଳ ବର୍ଷା appeared first on Dharitri Odia News.

କଳାହାଣ୍ଡିଆ କାଳବୈଶାଖୀ ତାଣ୍ଡବ, କଟକରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୯।୫: ପ୍ରବଳ ଖରା ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି। ଏହା ସହ କେତେକ ଜିଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୮ ଜିଲାକୁ ଅରେଞ୍ଜ ଆଲର୍ଟ କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶର, ଭଦ୍ରକକୁ ସତର୍କତା କରାଯାଇଥିବା ସହ ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲାରେ ବର୍ଷା ସାଙ୍ଗକୁ ଘଡ଼ଘଡି, ପବନ ବହିବା ନେଇ ସତର୍କ କରାଯାଇଛି।
ଅନ୍ୟପକ୍ଷେ କଟକରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ୱରର ଆକାଶରେ କଳାହାଣ୍ଡିଆ ମେଘ ଦେଖାଦେିଛି।

The post କଳାହାଣ୍ଡିଆ କାଳବୈଶାଖୀ ତାଣ୍ଡବ, କଟକରେ ପ୍ରବଳ ବର୍ଷା appeared first on Dharitri Odia News.