କଳିଯୁଗର ଜନନୀ: ଜନ୍ମ କଲା ପୁଅର ଦାମ୍ ମାତ୍ର ୧୮,୦୦୦
ଯାଜପୁର: କୁନି ପୁଅକୁ ବିକିଦେଲା ମା’ । ଯାଜପୁରରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ମାତ୍ର ୧୮ ହଜାର ଟଙ୍କାରେ ଜନ୍ମକଲା ପୁଅକୁ ବିକ୍ରି କରିଦେଇଛି ମା’ । ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ବଡ଼ସୁଆର ଅଞ୍ଚଳରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଏ ନେଇ ଶାଶୁଘର ଲୋକେ ମହିଳାଙ୍କ ନାଁରେ ଅଭିଯୋଗ କରିଛନ୍ତି । ପାରିବାରିକ କଳହରୁ ସ୍ତ୍ରୀ ଜଣଙ୍କ ଶାଶୁଘର ଛାଡ଼ି ୪ ବର୍ଷ ହେବ […]

ଯାଜପୁର: କୁନି ପୁଅକୁ ବିକିଦେଲା ମା’ । ଯାଜପୁରରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।
ମାତ୍ର ୧୮ ହଜାର ଟଙ୍କାରେ ଜନ୍ମକଲା ପୁଅକୁ ବିକ୍ରି କରିଦେଇଛି ମା’ । ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି ।
ସ୍ଥାନୀୟ ବଡ଼ସୁଆର ଅଞ୍ଚଳରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଏ ନେଇ ଶାଶୁଘର ଲୋକେ ମହିଳାଙ୍କ ନାଁରେ ଅଭିଯୋଗ କରିଛନ୍ତି ।
ପାରିବାରିକ କଳହରୁ ସ୍ତ୍ରୀ ଜଣଙ୍କ ଶାଶୁଘର ଛାଡ଼ି ୪ ବର୍ଷ ହେବ ନିଜ ବାପଘରେ ରହୁଥିଲେ ।