କଶ୍ମୀର ଛାଡ଼ିବାକୁ ନିଜ ନାଗରିକଙ୍କୁ ଇସ୍ରାଏଲର ପରାମର୍ଶ
ନୂଆଦିଲ୍ଲୀ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଇସ୍ରାଏଲ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡ୍ଭାଇଜରିକୁ ଅପ୍ଡେଟ୍ କରିଛି। କଶ୍ମୀରରେ ଥିବା ଇସ୍ରାଏଲୀ ନାଗରିକଙ୍କୁ ତୁରନ୍ତ ଫେରିଆସିବାକୁ ଏହି ଆଡଭାଇଜରିରେ କୁହାଯାଇଛି। ସେହିପରି ସାମ୍ପ୍ରତିକ ସ୍ଥିତିରେ ଭ୍ରମଣ ପାଇଁ ଜମ୍ମୁ-କଶ୍ମୀର ନ ଯିବାକୁ ଗୁରୁବାର ଇସ୍ରାଏଲୀ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। The post କଶ୍ମୀର ଛାଡ଼ିବାକୁ ନିଜ ନାଗରିକଙ୍କୁ ଇସ୍ରାଏଲର ପରାମର୍ଶ appeared first on Dharitri Odia News.
ନୂଆଦିଲ୍ଲୀ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଇସ୍ରାଏଲ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡ୍ଭାଇଜରିକୁ ଅପ୍ଡେଟ୍ କରିଛି। କଶ୍ମୀରରେ ଥିବା ଇସ୍ରାଏଲୀ ନାଗରିକଙ୍କୁ ତୁରନ୍ତ ଫେରିଆସିବାକୁ ଏହି ଆଡଭାଇଜରିରେ କୁହାଯାଇଛି। ସେହିପରି ସାମ୍ପ୍ରତିକ ସ୍ଥିତିରେ ଭ୍ରମଣ ପାଇଁ ଜମ୍ମୁ-କଶ୍ମୀର ନ ଯିବାକୁ ଗୁରୁବାର ଇସ୍ରାଏଲୀ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
The post କଶ୍ମୀର ଛାଡ଼ିବାକୁ ନିଜ ନାଗରିକଙ୍କୁ ଇସ୍ରାଏଲର ପରାମର୍ଶ appeared first on Dharitri Odia News.