କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…
ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ ରହିଛି। ଗୋଡି ପକାଇ ପାଣି ପିଇବାର କାହାଣୀ ଆଜି ବି ସ୍କୁଲ ପୁସ୍ତକରେ ରହିଛି। ହେଲେ କ’ଣ ଆପଣ କାଉ କେତେ ବର୍ଷ ବଞ୍ଚେ ତାହା ଜାଣନ୍ତି? ହୁଏତ ନା। ଆଜି ଆମେ ଆପଣଙ୍କୁ କାଉ କେତେ ବର୍ଷ ବଞ୍ଚେ ତାହା କହିବୁ, ଯାହାକୁ ଜାଣିଲେ ଚମକି ଯାଇପାରନ୍ତି। ସାଧାରଣତଃ […] The post କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ… appeared first on Dharitri Odia News.
ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ ରହିଛି। ଗୋଡି ପକାଇ ପାଣି ପିଇବାର କାହାଣୀ ଆଜି ବି ସ୍କୁଲ ପୁସ୍ତକରେ ରହିଛି। ହେଲେ କ’ଣ ଆପଣ କାଉ କେତେ ବର୍ଷ ବଞ୍ଚେ ତାହା ଜାଣନ୍ତି? ହୁଏତ ନା।
ଆଜି ଆମେ ଆପଣଙ୍କୁ କାଉ କେତେ ବର୍ଷ ବଞ୍ଚେ ତାହା କହିବୁ, ଯାହାକୁ ଜାଣିଲେ ଚମକି ଯାଇପାରନ୍ତି।
ସାଧାରଣତଃ କାଉ ୧୦-୧୫ ବର୍ଷ ଯାଏ ଜୀବିତ ରୁହେ। ହେଲେ ଅଷ୍ଟ୍ରେଲିୟ କାଉ ୨୨ ବର୍ଷ ଯାଏ ବଞ୍ଚି ରହିପାରେ।
The post କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ… appeared first on Dharitri Odia News.