କାଜୁ ଫସଲ ନିଲାମ ମତାନ୍ତର ନେଲା ଭୟଙ୍କର ରୂପ। Group fight at Banki, Cuttack.
ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ପଂଚାୟତ ବନହରା ସାହି ର ଦୃଶ୍ୟ | ଯେଉଁଠି କାଲି ଗୋଷ୍ଠୀ ସଂଘର୍ଷ ରେ ବହୁ ଲୋକ ଆହତ ହେବା ସହ ଗାଁ ର ବିପିନ ପ୍ରଧାନ ଙ୍କ ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି | ଘଟଣା ହେଉଛି ଗାଁ ର କାଜୁ ଫସଲ ନିଲାମ କୁ