କାଦୁଅ ପଚ ପଚ ରାସ୍ତାରେ ପ୍ରସବ କଲେ ମହିଳା... ଛୁଆକୁ ଧରି ଡାକ୍ତରଖାନାକୁ ଦୌଡିଲେ ଆସା ଦିଦି...

ରାସ୍ତା ନଥିବାରୁ ଜାଇ ପାରିଲାନି ଆମ୍ବୁଲାନ୍ସ, ଅଟୋରେ ଚାରି କିଲୋମିଟର କାଦୁଅରେ ଠେଲି ଠେଲି ଆଣିଲେ ଗ୍ରାମବାସୀ। ଶେଷରେ ଅଧା ବାଟରେ ପ୍ରସବ କଲେ ମହିଳା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ। Odisha Bhask