କାନାଡ଼ାରେ ପଢିବା ହେବନି ସହଜ, କଟକଣା ଲାଗୁ

ଡେସ୍କ: ଆନ୍ତର୍ଜାତିକ ଛାତ୍ର ପର୍‌‌ମିଟ୍‌‌ ଅବଧି ଉପରେ ଦୁଇ ବର୍ଷର ଅବଧି କଟକଣା ଲାଗୁ କରିଛି କାନାଡ଼ା। ସେଠାରେ ଆବାସିକ ଗୃହ ଅଭାବ ଦୃଷ୍ଟିରୁ ଅଧିକ ଲୋକ ରହିବା ସମ୍ଭବ ନ ଥିବା ଯୋଗୁଁ ଉଚ୍ଚଶିକ୍ଷା ପାଇଁ ଯାଉଥିବା କିଛି ଛାତ୍ରଛାତ୍ରୀଙ୍କୁ ୱାର୍କ୍‌‌ ପର୍‌‌ମିଟ୍‌‌ ଦିଆଯିବ ନାହିଁ। ସୂଚନା ଅନୁଯାୟୀ ୨୦୨୪ରେ ପ୍ରାୟ ୩ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କୁ କେବଳ ପାଠପଢ଼଼ିବା ପାଇଁ ପର୍‌‌ମିଟ୍‌‌ ଦିଆଯିବ। ଏହି ସଂଖ୍ୟା ଗତବର୍ଷ ଠାରୁ ୩୫ ପ୍ରତିଶତ କମ୍‌‌ […]

କାନାଡ଼ାରେ ପଢିବା ହେବନି ସହଜ, କଟକଣା ଲାଗୁ

ଡେସ୍କ: ଆନ୍ତର୍ଜାତିକ ଛାତ୍ର ପର୍‌‌ମିଟ୍‌‌ ଅବଧି ଉପରେ ଦୁଇ ବର୍ଷର ଅବଧି କଟକଣା ଲାଗୁ କରିଛି କାନାଡ଼ା। ସେଠାରେ ଆବାସିକ ଗୃହ ଅଭାବ ଦୃଷ୍ଟିରୁ ଅଧିକ ଲୋକ ରହିବା ସମ୍ଭବ ନ ଥିବା ଯୋଗୁଁ ଉଚ୍ଚଶିକ୍ଷା ପାଇଁ ଯାଉଥିବା କିଛି ଛାତ୍ରଛାତ୍ରୀଙ୍କୁ ୱାର୍କ୍‌‌ ପର୍‌‌ମିଟ୍‌‌ ଦିଆଯିବ ନାହିଁ। ସୂଚନା ଅନୁଯାୟୀ ୨୦୨୪ରେ ପ୍ରାୟ ୩ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କୁ କେବଳ ପାଠପଢ଼଼ିବା ପାଇଁ ପର୍‌‌ମିଟ୍‌‌ ଦିଆଯିବ। ଏହି ସଂଖ୍ୟା ଗତବର୍ଷ ଠାରୁ ୩୫ ପ୍ରତିଶତ କମ୍‌‌ ଥିବା ଜଣାପଡ଼ିଛି।