କାନ୍ଦିଲା ସ୍ତ୍ରୀ, କୋମାରୁ ଉଠିଲା ସ୍ୱାମୀ

ପୁରାଣର ସେହି ସାବିତ୍ରୀ ଓ ସତ୍ୟବାନ କଥା ତ ଆପଣମାନେ ଶୁଣିଥିବେ, କିନ୍ତୁ କଳିଯୁଗରେ ଯେ ଏପରି ଘଟିପାରେ ତାହା କଳ୍ପନା ବାହାରେ । ମରଣ ମୁହଁରୁ ନିଜ ସ୍ୱାମୀଙ୍କୁ ଫେରାଇ ଆଣିଛନ୍ତି ସ୍ତ୍ରୀ ।