କାନ୍ଦୁଛି ପାକିସ୍ତାନ, ମାଗିଲାଣି ଭିକ

ଭାରତର ଆକ୍ରମଣ ପରେ କାନ୍ଦୁଛି ପାକିସ୍ତାନ। କାଙ୍ଗାଳା ହୋଇଗଲାଣି ପଡୋଶୀ ଦେଶ। ମାତ୍ର ଦୁଇ ଦିନରେ ଆଣ୍ଠେଇଲାଣି। ପାକିସ୍ତାନର ହେଲାଣି ହାଲତ ଖରାପ। କାଙ୍ଗାଳ ପାକିସ୍ତାନ ବିଶ୍ୱ ଆଗରେ ପତାଇଲାଣି ହାତ। ବନ୍ଧୁରାଷ୍ଟ୍ରକୁ ସହାୟତା ପାଇଁ କାକୁତି ମିନତୀ ହେଉଛି।

କାନ୍ଦୁଛି ପାକିସ୍ତାନ, ମାଗିଲାଣି ଭିକ
Array