କାମାକ୍ଷ୍ୟା ଦେବୀ ପୀଠରେ ମକର ସଂକ୍ରାନ୍ତି
ସମ୍ବଲପୁର:ବୈଦାରନୂଆପାଲି ସ୍ଥିତ ମାଁ କାମାକ୍ଷ୍ଯା ଦେବୀଙ୍କ ମନ୍ଦିରରେ ବିଶ୍ବ ଶାନ୍ତି ପାଇଁ ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ସାମୁହିକ ହୋମ୍ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆର ଙ୍କ ତତ୍ବାବଧାନରେ। ରାଧାମାଧବ ପାଣିଗ୍ରାହୀ ଓ ସସ୍ମିତା ପାଣିଗ୍ରାହୀ, ଶମ୍ଭୁ ପ୍ରସାଦ ପାଢ଼ୀ ଓ ଇନ୍ଦ୍ରାଣୀ ପାଢ଼ୀ, ଲକ୍ଷ୍ମୀ କାନ୍ତ ସାହୁ ଓ ଜୋସ୍ନାରାଣି ସାହୁ, ହୃଦାନନ୍ଦ ଦେହୁରୀ ଓ ସୁସ୍ମିତା ଦେହୁରୀ, ଜଗଦିଶ ବିଶ୍ବାଳ ଓ ଝରଣା ବିଶ୍ବାଳ କର୍ତ୍ତା ଦାଇତ୍ୱ ତୁଲାଇଥିଲେ।ବିଶ୍ବାଳ ଦମ୍ପତିଙ୍କ ଦ୍ଵାରା […] The post କାମାକ୍ଷ୍ୟା ଦେବୀ ପୀଠରେ ମକର ସଂକ୍ରାନ୍ତି appeared first on Odisha.News.
ସମ୍ବଲପୁର:ବୈଦାରନୂଆପାଲି ସ୍ଥିତ ମାଁ କାମାକ୍ଷ୍ଯା ଦେବୀଙ୍କ ମନ୍ଦିରରେ ବିଶ୍ବ ଶାନ୍ତି ପାଇଁ ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ସାମୁହିକ ହୋମ୍ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ଶ୍ରୀ ଜୟ ଗୋପାଳ ସୁଆର ଙ୍କ ତତ୍ବାବଧାନରେ। ରାଧାମାଧବ ପାଣିଗ୍ରାହୀ ଓ ସସ୍ମିତା ପାଣିଗ୍ରାହୀ, ଶମ୍ଭୁ ପ୍ରସାଦ ପାଢ଼ୀ ଓ ଇନ୍ଦ୍ରାଣୀ ପାଢ଼ୀ, ଲକ୍ଷ୍ମୀ କାନ୍ତ ସାହୁ ଓ ଜୋସ୍ନାରାଣି ସାହୁ, ହୃଦାନନ୍ଦ ଦେହୁରୀ ଓ ସୁସ୍ମିତା ଦେହୁରୀ, ଜଗଦିଶ ବିଶ୍ବାଳ ଓ ଝରଣା ବିଶ୍ବାଳ କର୍ତ୍ତା ଦାଇତ୍ୱ ତୁଲାଇଥିଲେ।ବିଶ୍ବାଳ ଦମ୍ପତିଙ୍କ ଦ୍ଵାରା ସୁଶ୍ବାଦୁ ମକର ଚାଉଳ ପ୍ରସ୍ତୁତ କରାଯାଇଥିଲା।ଅପରାହ୍ନରେ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମ କୁ ଶିବାନନ୍ଦ ପଟ୍ଟନାୟକ,ଅଜୟ ବାରିକ, ନରେନ୍ଦ୍ର ବେହେରା, ନରହରି ବଢେଇ, ଅନ୍ତର୍ଯ୍ୟାମୀ କୁଦେଇ,ସୌମ୍ଯ ଭୁଷଣ ସାହାଣୀ, ପ୍ରତାପ ବିଶ୍ବାଳ,ତାପସ ପରିଡା , ବାସନ୍ତୀ ବିଶ୍ବାଳ, ଚିତ୍ତରଞ୍ଜନ ଦାସ,ପଞ୍ଚାନନ ଦେହୁରୀ ଘନଶ୍ୟାମ ସାହୁ ପ୍ରମୁଖ ଓ ମନ୍ଦିର କମିଟି ଓ ବୈଦାରନୂଆପାଲି ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
The post କାମାକ୍ଷ୍ୟା ଦେବୀ ପୀଠରେ ମକର ସଂକ୍ରାନ୍ତି appeared first on Odisha.News.