କାର ଭିତରେ ସାଲାଇନ୍‌, ଚାଲିଗଲେ ଡାକ୍ତର

ଶୁନ୍‌ ଶାନ୍ ଜଙ୍ଗଲ ଭିତରେ ଠିଆ ହୋଇଥିଲା କାର୍‌। ୩ ଦିନ ଧରି ଗୋଟିଏ ସ୍ଥାନରୁ ଜମାରୁ ଘୁଞ୍ଚୁନି। ଆଉ କାର୍‌ ଭିତରୁ ଆସୁଥିଲା ଭଣ ଭଣ ଦୁର୍ଗନ୍ଧ। ସନ୍ଦେହ ହେବାରୁ ଖୋଲା ଯାଇଥିଲା କାର୍‌ କବାଟ। ତା’ପରେ ଭିତରର ଦୃଶ୍ୟ ଦେଖି ଉଡିଯାଇଥିଲା ସମସ୍ତଙ୍କ ହୋସ୍‌।

କାର ଭିତରେ ସାଲାଇନ୍‌, ଚାଲିଗଲେ ଡାକ୍ତର
Array