କାରଣ ଦର୍ଶାଅ ନୋଟିସ ପରେ ନିଲମ୍ବନ
ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠୁ ପୂରା ଆକ୍ସନ ମୋଡରେ ଅଛନ୍ତି ମୁକେଶ ମହାଲିଙ୍ଗ। ସାଧାରଣ ଲୋକେ କିଭଳି ଉତ୍ତମ ସ୍ୱାସ୍ଥ୍ୟାସେବା ପାଇବେ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଶୁକ୍ରବାର, ବଲାଙ୍ଗିର ଜିଲ୍ଲାରେ ପହଞ୍ଚି ସମସ୍ତ ଅଧିକାରୀଙ୍କୁ ଡାକି ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।