କାର୍‌ ଭିତରେ ସାଲାଇନ, ଚାଲିଗଲେ ଡାକ୍ତର...

ଶୂନଶାନ୍ ଜଙ୍ଗଲ ଭିତରେ ଠିଆ ହୋଇଥିଲା କାର୍‌ । ୩ ଦିନ ଧରି ଗୋଟିଏ ସ୍ଥାନରୁ ଜମାରୁ ଘୁଞ୍ଚୁନି। ଆଉ କାର୍‌ ଭିତରୁ ଆସୁଥିଲା ଭଣ ଭଣ ଦୁର୍ଗନ୍ଧ। ସନ୍ଦେହ ହେବାରୁ ଖୋଲା ଯାଇଥିଲା କାର୍‌ କବାଟ । ତା’ପରେ ଭିତରର ଦୃଶ୍ୟ ଦେଖି ଉଡିଯାଇଥିଲା ସମସ୍ତଙ୍କ ହୋସ୍‌ ।

କାର୍‌ ଭିତରେ ସାଲାଇନ, ଚାଲିଗଲେ ଡାକ୍ତର...
Array