କାର୍ ହେଉ କି ବାଇକ, ମିଳିବନି ପେଟ୍ରୋଲ୍ !
ପୁରୁଣା ହେଉ କି ନୂଆ ଆଉ ନାହିଁ ତ୍ରାହି ! ପଲ୍ୟୁସନ୍ ନଥିଲେ ମିଳିବନି ପେଟ୍ରୋଲ୍- ଡିଜେଲ୍ ! ଏଣିକି ପେଟ୍ରୋଲ୍ ପମ୍ପକୁ ଯିବା ପୂର୍ବରୁ ଦେଖାଇବାକୁ ପଡ଼ିବ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍ । ଆଉ ପିୟୁସି ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ-ଡିଜେଲ ମିଳିବନି ।