କାର୍‌କୁ ଧକ୍କା ଦେଲା ହାଇୱା, ଅଳ୍ପକେ ବର୍ତ୍ତିଲେ କାର୍‌ରେ ଥିବା ଦୁଇ ଜଣ

କଟକ ୧୬।୭: କଟକରେ କାର୍‌କୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାଟି କଟକ ଯୋବ୍ରା ଆନିକଟ୍ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରୁ କାର୍‌ରେ ଯାଉଥିବା ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣାରେ କାର୍‌ଟି ଭାଙ୍ଗି ଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାଟିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।You Can Read:ରାଇସ୍ ମିଲ୍ ମାଲିକଙ୍କ ଘରୁ ଡକାୟତି, ପରିବାରଲୋକଙ୍କୁ ବାନ୍ଧି ନେଇଗଲେ ସୁନା ଓ ଲକ୍ଷେ ଟଙ୍କା

କାର୍‌କୁ ଧକ୍କା ଦେଲା ହାଇୱା, ଅଳ୍ପକେ ବର୍ତ୍ତିଲେ କାର୍‌ରେ ଥିବା ଦୁଇ ଜଣ

କଟକ ୧୬କଟକରେ କାର୍‌କୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାଟି କଟକ ଯୋବ୍ରା ଆନିକଟ୍ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରୁ କାର୍‌ରେ ଯାଉଥିବା ଦୁଇ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣାରେ କାର୍‌ଟି ଭାଙ୍ଗି ଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାଟିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।

You Can Read:

ରାଇସ୍ ମିଲ୍ ମାଲିକଙ୍କ ଘରୁ ଡକାୟତି, ପରିବାରଲୋକଙ୍କୁ ବାନ୍ଧି ନେଇଗଲେ ସୁନା ଓ ଲକ୍ଷେ ଟଙ୍କା