କାର୍ଗୋ ବିମାନରୁ ଲିକ ହେଲା ରେଡିଓ ଆକ୍ଟିଭ ମେଟେରିୟାଲ: ୨ ଜଣ ବେହୋସ
ଲକ୍ଷ୍ନୌ,୧୭।୮: ଲକ୍ଷ୍ନୌ ବିମାନବନ୍ଦରର କାର୍ଗୋରେ ରେଡିଓଆକ୍ଟିଭ ସାମଗ୍ରୀ ଲିକ ହେବାପରେ ଏକ ଭୟର ବାତାବରଣ ଦେଖାଦେଇଥିଲା। ଏହି ଲିକ୍ କାରଣରୁ ଦୁଇଜଣ କାର୍ଗୋ କର୍ମଚାରୀ ଚେତାଶୂନ୍ୟ ହୋଇପଡିଥିଲେ। ସିଏସଏଫ ଘଟଣାସ୍ଥଳରେ ପହଞ୍ଚିଛି। ଏନଡିଆରଏଫ ଦଳକୁ ମଧ୍ୟ ଡକାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ଦେଢ କିଲୋମିଟର ଅଞ୍ଚଳକୁ ଏବେ ଖାଲି କରାଯାଉଛି। The post କାର୍ଗୋ ବିମାନରୁ ଲିକ ହେଲା ରେଡିଓ ଆକ୍ଟିଭ ମେଟେରିୟାଲ: ୨ ଜଣ ବେହୋସ appeared first on Dharitri Odia News.
ଲକ୍ଷ୍ନୌ,୧୭।୮: ଲକ୍ଷ୍ନୌ ବିମାନବନ୍ଦରର କାର୍ଗୋରେ ରେଡିଓଆକ୍ଟିଭ ସାମଗ୍ରୀ ଲିକ ହେବାପରେ ଏକ ଭୟର ବାତାବରଣ ଦେଖାଦେଇଥିଲା। ଏହି ଲିକ୍ କାରଣରୁ ଦୁଇଜଣ କାର୍ଗୋ କର୍ମଚାରୀ ଚେତାଶୂନ୍ୟ ହୋଇପଡିଥିଲେ। ସିଏସଏଫ ଘଟଣାସ୍ଥଳରେ ପହଞ୍ଚିଛି। ଏନଡିଆରଏଫ ଦଳକୁ ମଧ୍ୟ ଡକାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ଦେଢ କିଲୋମିଟର ଅଞ୍ଚଳକୁ ଏବେ ଖାଲି କରାଯାଉଛି।
The post କାର୍ଗୋ ବିମାନରୁ ଲିକ ହେଲା ରେଡିଓ ଆକ୍ଟିଭ ମେଟେରିୟାଲ: ୨ ଜଣ ବେହୋସ appeared first on Dharitri Odia News.