କାର୍ଯ୍ୟରେ ଯୋଗଦେଲ କଟକ ଜିଲ୍ଲାର ନୂଆ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ

କଟକ ୧୨।୮: କଟକ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ୨୦୧୬ ବ୍ୟାଚ୍‌ର ଆଇଏଏସ ଅଫିସର ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ । ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ । କାର୍ଯ୍ୟରେ ଯୋଗ ଦେବା ପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ବୈଠକ କରିଛନ୍ତି । ଯେହେତୁ ବନ୍ୟାର ସମୟ ତେଣୁ କିଭଳି ଭାବେ ଏହାର ମୁକାବିଲା କରାଯିବ ସେନେଇ ଆଲୋଚନା କରିଥିଲେ । ଆଗକୁ ପାର୍ବଣ ଋତୁ ଆସୁଛି ତେଣୁ କଟକ ସହରରେ କିଭଳି ଭାବେ ଗଣେଶ ପୂଜା ଠାରୁ ଆରମ୍ଭ କରି ବାଲିଯାତ୍ରା ପର୍ଯ୍ୟନ୍ତ ସମସ୍ତ ପର୍ବ ପର୍ବାଣୀକୁ ସୁରୁଖୁରୁରେ ପାଳନ କରାଯିବ ସେ ନେଇ ବରିଷ୍ଠ ଅଫିସର୍ ମାନଙ୍କ ସହ ସବିଶେଷ ଆଲୋଚନା କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।              You Can Read:ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ଦାବିରେ ପରିବାର ଓ ସମ୍ପର୍କୀୟ

କାର୍ଯ୍ୟରେ ଯୋଗଦେଲ କଟକ ଜିଲ୍ଲାର ନୂଆ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ

କଟକ ୧୨: କଟକ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ୨୦୧୬ ବ୍ୟାଚ୍‌ର ଆଇଏଏସ ଅଫିସର ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ । ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ । କାର୍ଯ୍ୟରେ ଯୋଗ ଦେବା ପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ବୈଠକ କରିଛନ୍ତି । ଯେହେତୁ ବନ୍ୟାର ସମୟ ତେଣୁ କିଭଳି ଭାବେ ଏହାର ମୁକାବିଲା କରାଯିବ ସେନେଇ ଆଲୋଚନା କରିଥିଲେ । ଆଗକୁ ପାର୍ବଣ ଋତୁ ଆସୁଛି ତେଣୁ କଟକ ସହରରେ କିଭଳି ଭାବେ ଗଣେଶ ପୂଜା ଠାରୁ ଆରମ୍ଭ କରି ବାଲିଯାତ୍ରା ପର୍ଯ୍ୟନ୍ତ ସମସ୍ତ ପର୍ବ ପର୍ବାଣୀକୁ ସୁରୁଖୁରୁରେ ପାଳନ କରାଯିବ ସେ ନେଇ ବରିଷ୍ଠ ଅଫିସର୍ ମାନଙ୍କ ସହ ସବିଶେଷ ଆଲୋଚନା କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।              

You Can Read:

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ଦାବିରେ ପରିବାର ଓ ସମ୍ପର୍କୀୟ