କାଲି ଆସିଥିଲା ପୁନମଙ୍କ ମୃତ୍ୟୁ ଖବର

ପୁନମ୍ ପାଣ୍ଡେ ତାଙ୍କ ଫେକ୍‌ ମୃତ୍ୟୁ ଖବରକୁ ନେଇ ସୋଶାଲ ମିଡିଆରେ କ୍ଷମା ମାଗିଛନ୍ତି।

କାଲି ଆସିଥିଲା ପୁନମଙ୍କ ମୃତ୍ୟୁ ଖବର

ବଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ। ନା ତାଙ୍କର ଦେହାନ୍ତ ହୋଇଛି ନା ସେ ସର୍ଭିକାଲ କ୍ୟାନସରରେ ପୀଡ଼ିତ ଅଛନ୍ତି। ସମସ୍ତଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବା ପାଇଁ  ସେ ଏଭଳି ଏକ ମିଛ ପ୍ରଚାର କରିଥିବା ନେଇ ନିଜେ ସୂଚନା ଦେଇଛନ୍ତି।