କାଳବୈଶାଖୀ ସତ୍ତ୍ୱେ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି, ଦିନ ସାଢେ ୧୧ ସୁଦ୍ଧା ରାଜ୍ୟର ତାପମାତ୍ରା
ଭୁବନେଶ୍ୱର ୦୯/୦୪: ରାଜ୍ୟରେ ଆସନ୍ତା ୧୨ ଯାଏଁ ରହିବ କାଳବୈଶାଖୀ ପ୍ରକୋପ । ଫଳରେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ବିଜୁଳି ସହ ଘଡଘଡି ହେବାର ସମ୍ଭାବନା ଅଛି । ଆସନ୍ତା ଦୁଇଦିନ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମେଘୁଆ ପାଗ ହେତୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାର ପାରଦ ଖସିଛି । ଦିନ ୧୧.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ପାରାଦୀପର ତାପମାତ୍ରା ୩୫.୪°C, ଚାନ୍ଦବାଲିର ତାପମାତ୍ରା ୩୫.୨°C, ଗୋପାଳପୁରର ତାପମାତ୍ରା ୩୪.୨°C, ବାଲେଶ୍ୱରର ତାପମାତ୍ରା ୩୪.୨°C, ପୁରୀର ତାପମାତ୍ରା ୩୨.୮°C, କେନ୍ଦୁଝରର ତାପମାତ୍ରା ୩୨.୪°C, ଭୁବନେଶ୍ୱରର ତାପମାତ୍ରା ୩୧°C, ରାଉରକେଲାର ତାପମାତ୍ରା ୩୦.୨°C , ଝାରସୁଗୁଡାର ତାପମାତ୍ରା ୨୭.୬°C, ସମ୍ବଲପୁରର ତାପମାତ୍ରା ୨୫.୮°C ରେକର୍ଡ ହୋଇଛି ।
ଭୁବନେଶ୍ୱର ୦୯/୦୪: ରାଜ୍ୟରେ ଆସନ୍ତା ୧୨ ଯାଏଁ ରହିବ କାଳବୈଶାଖୀ ପ୍ରକୋପ । ଫଳରେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ବିଜୁଳି ସହ ଘଡଘଡି ହେବାର ସମ୍ଭାବନା ଅଛି ।
ଆସନ୍ତା ଦୁଇଦିନ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମେଘୁଆ ପାଗ ହେତୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାର ପାରଦ ଖସିଛି ।
ଦିନ ୧୧.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ପାରାଦୀପର ତାପମାତ୍ରା ୩୫.୪°C, ଚାନ୍ଦବାଲିର ତାପମାତ୍ରା ୩୫.୨°C, ଗୋପାଳପୁରର ତାପମାତ୍ରା ୩୪.୨°C, ବାଲେଶ୍ୱରର ତାପମାତ୍ରା ୩୪.୨°C, ପୁରୀର ତାପମାତ୍ରା ୩୨.୮°C, କେନ୍ଦୁଝରର ତାପମାତ୍ରା ୩୨.୪°C, ଭୁବନେଶ୍ୱରର ତାପମାତ୍ରା ୩୧°C, ରାଉରକେଲାର ତାପମାତ୍ରା ୩୦.୨°C , ଝାରସୁଗୁଡାର ତାପମାତ୍ରା ୨୭.୬°C, ସମ୍ବଲପୁରର ତାପମାତ୍ରା ୨୫.୮°C ରେକର୍ଡ ହୋଇଛି ।