କାହା କଥା ଶୁଣିଲେ ଦିଦି, ଭାଇ ନା ମୋହନ ?

ଗତକାଲି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

କାହା କଥା ଶୁଣିଲେ ଦିଦି, ଭାଇ ନା ମୋହନ ?

ରାଜ୍ୟରେ ଏଥର ଆଳୁ ସଙ୍କଟ ଟଳିବ। ପଶ୍ଚିମବଙ୍ଗରୁ ଆସିବ ଆଳୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଛାଡ଼ିବାକୁ ରାଜି ହୋଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ନିତି ଆୟୋଗର ବୈଠକ ଅବସରରେ ମମତାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାପରେ ରାଜ୍ୟକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଛି ବୋଲି ସେ ଟ୍ବିଟ୍ କରି ଜଣାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।