କାହିଁକି ଧର୍ମଶାଳା ଟେଷ୍ଟରୁ ବାଦ୍‌ ପଡିଲେ ରଜତ, କାରଣ କହିଲେ ରୋହିତ ଶର୍ମା

ଧର୍ମଶାଳା,୭।୩: ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଧର୍ମଶାଳରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ରଜତ ପାଟିଦାର ଖେଳୁ ନାହାଁନ୍ତି। ଆହତ କାରଣରୁ ପାଟିଦାର ଟିମ ଇଣ୍ଡିଆର ପ୍ଲେ-୧୧ରୁ ବାଦ୍‌ ପଡିଛନ୍ତି। ଟସ୍‌ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂରା ମାମଲା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ଆହତ କାରଣରୁ ରଜତ ଖେଳୁନାହାନ୍ତି। ଦଳ ଦେବଦତ୍ତ ପଡିକ୍କଲଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଛି। ସେ ଭାରତ ପାଇଁ ଦୁଇଟି ଟି […] The post କାହିଁକି ଧର୍ମଶାଳା ଟେଷ୍ଟରୁ ବାଦ୍‌ ପଡିଲେ ରଜତ, କାରଣ କହିଲେ ରୋହିତ ଶର୍ମା appeared first on Dharitri Odia News.

କାହିଁକି ଧର୍ମଶାଳା ଟେଷ୍ଟରୁ ବାଦ୍‌ ପଡିଲେ ରଜତ, କାରଣ କହିଲେ ରୋହିତ ଶର୍ମା

ଧର୍ମଶାଳା,୭।୩: ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଧର୍ମଶାଳରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ରଜତ ପାଟିଦାର ଖେଳୁ ନାହାଁନ୍ତି। ଆହତ କାରଣରୁ ପାଟିଦାର ଟିମ ଇଣ୍ଡିଆର ପ୍ଲେ-୧୧ରୁ ବାଦ୍‌ ପଡିଛନ୍ତି। ଟସ୍‌ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂରା ମାମଲା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ଆହତ କାରଣରୁ ରଜତ ଖେଳୁନାହାନ୍ତି। ଦଳ ଦେବଦତ୍ତ ପଡିକ୍କଲଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଛି। ସେ ଭାରତ ପାଇଁ ଦୁଇଟି ଟି -୨୦ ମ୍ୟାଚ ଖେଳିଛନ୍ତି। କିନ୍ତୁ ଟେଷ୍ଟରେ ଖେଳିବାର ସୁଯୋଗ ପାଇ ନ ଥିଲେ।

The post କାହିଁକି ଧର୍ମଶାଳା ଟେଷ୍ଟରୁ ବାଦ୍‌ ପଡିଲେ ରଜତ, କାରଣ କହିଲେ ରୋହିତ ଶର୍ମା appeared first on Dharitri Odia News.