କାହିଁକି ବିଳମ୍ବ ହେଉଛି IPS ବଦଳି? କେଉଁଠି ରହିଛି ଅସୁବିଧା?

ପାୱାର କରିଡରରେ ଚର୍ଚ୍ଚା ଆଇପିଏସ୍ ସ୍ତରରେ ବଦଳି କେବେ ? ଆଶଙ୍କାରେ ବିଜେଡି ଲିଙ୍କ୍ ରେ ଥିବା ଆଇପିଏସ୍ ଅଧିକାରୀ।

କାହିଁକି ବିଳମ୍ବ ହେଉଛି IPS ବଦଳି? କେଉଁଠି ରହିଛି ଅସୁବିଧା?

କାହିଁକି ବିଳମ୍ବ ହେଉଛି IPS ବଦଳି? କେଉଁଠି ରହିଛି ଅସୁବିଧା? ଅନେକ ଜିଲ୍ଲାରେ ଏସପିଙ୍କ ସ୍ଥାନରେ କାମ କରୁଛନ୍ତି ଡିଆଇଜି ରାଙ୍କର ଅଫିସର। ରାଜ୍ୟରେ ନୂଆ ସରକାରକୁ ୩ ମାସ ପୁରିବାକୁ ବସିଲାଣି। ପୋଲିସ ବିଭାଗ ନୂଆ ମୁଖିଆ ୱାଇ.ବି. ଖୁରାନିଆ ବି ତିନି ସପ୍ତାହ ହେଲା ଦାୟିତ୍ୱ ନେଲେଣି। ତେଣୁ ପାୱାର କରିଡରରେ ଚର୍ଚ୍ଚା ଆଇପିଏସ୍ ସ୍ତରରେ ବଦଳି କେବେ ? ଆଶଙ୍କାରେ ବିଜେଡି ଲିଙ୍କ୍ ରେ ଥିବା ଆଇପିଏସ୍ ଅଧିକାରୀ।