କିଆରା ଦେଖେଇଲେ ଲୁକ୍‌ର ଝଲକ; ଫ୍ୟାଶନ ଷ୍ଟାଇଲ୍‌ ଦେଖି ଦିୱାନା ହେଲେ ପ୍ରଶଂସକ

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଫ୍ରେଞ୍ଚ ରିଭେରାରେ ପହଞ୍ଚିଛନ୍ତି। ସେ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ରେଡ୍ କାର୍ପେଟ୍‌ରେ ନିଜ ସୌନ୍ଦର୍ଯ୍ୟର ଜଲ୍‌ୱା ଦେଖେଇବା ପୂର୍ବରୁ କିଆରା ତାଙ୍କ ଲୁକ୍‌ର ଝଲକ ଦେଖାଇଛନ୍ତି। ତାଙ୍କର ଏହି ପୂର୍ବ ଝଲକ ପ୍ରଶଂସକଙ୍କ ପାଗଳ କଲାଣି। ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଫ୍ୟାଶନ ଷ୍ଟାଇଲ୍‌କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି।