କିଏ କଲା ଦୋଷ, ଶାସ୍ତି ପାଇଲେ ଭକ୍ତ?

କିଏ ଭାଇଙ୍କୁ ଭିଡ଼ ଭିତରେ ଖୋଜୁଛି ତ ଆଉ କିଏ ତଳେ ପଡିଯାଇଥିବା ମା’ଙ୍କୁ ଟାଣି ଆଣିବାକୁ ଚେଷ୍ଟା କରୁଛି। କିଏ ଚେତା ହରାଇଛି ତ ଆଉ କାହାର ଜୀବନ ଚାଲିଯାଇଛି।

କିଏ କଲା ଦୋଷ, ଶାସ୍ତି ପାଇଲେ ଭକ୍ତ?
Array