କିଏ ପାଇବେ 'ସୁଭଦ୍ରା' ଟଙ୍କା ?

ଆସିଲା ସୁଭଦ୍ରା ଗାଇଡଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍ ଲାଇନ୍ ଜାରି ହୋଇଛି ।

କିଏ ପାଇବେ 'ସୁଭଦ୍ରା' ଟଙ୍କା ?

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହୋଇଥିବା ‘ସୁଭଦ୍ରା’ ଯୋଜନାର ଗାଇଡଲାଇନକୁ ନେଇ ବଢିଛି ଉତ୍କଣ୍ଠା। ସୁଭଦ୍ରା ଯୋଜନାରେ କାହାକୁ ମିଳିବ ଟଙ୍କା ଆଉ କିଏ ଏଥିପାଇଁ ଅଯୋଗ୍ୟ ଘୋଷିତ ହେବେ, ତାକୁ ନେଇ ସଧାରଣରେ ବଢିଛି ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ।