କିଏ ହେବ ପରବର୍ତ୍ତୀ ହିଜବୁଲ୍ଲା ମୁଖ୍ୟ? ନସରୁଲ୍ଲାର ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା
କନକ ବ୍ୟୁରୋ: ହସନ ନସରଲ୍ଲା ନିପାତ ହେବା ପରେ ଏବେ କିଏ ହେବ ନସରଲ୍ଲାହର ଉତ୍ତରାଧିକାରୀ? ଏ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହିଜବୁଲ୍ଲାର ନେତା ଚୟନ ପ୍ରକ୍ରିୟା ଗୁପ୍ତ ରହିଥାଏ କିନ୍ତୁ ଏବେ ଜଣଙ୍କ ନାଁ ଚର୍ଚ୍ଚାରେ ରହିଛି ଆଉ ସେ ହେଉଛି ହାଶେମ ସଫିଉଦ୍ଦିନ ।କୁହାଯାଉଛି ହାଶେମ ହେଉଛି ନସରଲ୍ଲାହର ସର୍ମ୍ପକୀୟ ଭାଇ ।ହାଶେମ ସଫିଉଦ୍ଦିନ କିଏ ? ହିଜବୁଲ୍ଲାର ରାଜନୀତି ବ୍ୟାପରକୁ ତଦାରଖ କରେ ହାଶେମ । ନସରଲ୍ଲାହ ସମ୍ପର୍କୀୟ ତଥା ଧର୍ମଗୁରୁ ମଧ୍ୟ ।୨୦୧୭ରେ ଆମେରିକା ସ୍ୱରାଷ୍ଟ୍ର ବିଭାଗ ହାଶେମଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା । ଖବର ଅନୁଯାୟୀ ନାସରାଲ୍ଲା ହିଜବୁଲ ମଧ୍ୟରେ ଥିବା ବିଭିନ୍ନ ପରିଷଦରେ ହାଶେମଙ୍କ ପାଇଁ ପଦବୀ ପ୍ରସ୍ତୁତ କରିବା ଆରମ୍ଭ କରିଥିଲା । ହାମେଶ ର ବେଶଭୂଷା ଠିକ୍ ନସରଲ୍ଲା ପରି । କିଏ ହେବ ପରବର୍ତ୍ତୀ 'ହିଜବୁଲ୍ଲା' ମୁଖ୍ୟ?କିଏ ହେବ ନସରଲ୍ଲାହର ଉତ୍ତରାଧିକାରୀ?'ହିଜବୁଲ୍ଲା' ମୁଖ୍ୟ' ହାଶେମ ସଫିଉଦ୍ଦିନ ହୋଇପାରେହାଶେମ ହେଉଛି ନସରଲ୍ଲାହର ସର୍ମ୍ପକୀୟ ଭାଇହିଜବୁଲ୍ଲାର ରାଜନୀତି ବ୍ୟାପରକୁ ତଦାରଖ କରେ ହାଶେମହାମେଶର ବେଶଭୂଷା ଠିକ୍ ନସରଲ୍ଲା ପରି୨୦୧୭ରେ ଆମେରିକା ହାଶେମଙ୍କୁ ଆତଙ୍କବାଦୀ ଘୋଷଣା କରିଛି

କନକ ବ୍ୟୁରୋ: ହସନ ନସରଲ୍ଲା ନିପାତ ହେବା ପରେ ଏବେ କିଏ ହେବ ନସରଲ୍ଲାହର ଉତ୍ତରାଧିକାରୀ? ଏ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ହିଜବୁଲ୍ଲାର ନେତା ଚୟନ ପ୍ରକ୍ରିୟା ଗୁପ୍ତ ରହିଥାଏ କିନ୍ତୁ ଏବେ ଜଣଙ୍କ ନାଁ ଚର୍ଚ୍ଚାରେ ରହିଛି ଆଉ ସେ ହେଉଛି ହାଶେମ ସଫିଉଦ୍ଦିନ ।କୁହାଯାଉଛି ହାଶେମ ହେଉଛି ନସରଲ୍ଲାହର ସର୍ମ୍ପକୀୟ ଭାଇ ।
ହାଶେମ ସଫିଉଦ୍ଦିନ କିଏ ? ହିଜବୁଲ୍ଲାର ରାଜନୀତି ବ୍ୟାପରକୁ ତଦାରଖ କରେ ହାଶେମ । ନସରଲ୍ଲାହ ସମ୍ପର୍କୀୟ ତଥା ଧର୍ମଗୁରୁ ମଧ୍ୟ ।୨୦୧୭ରେ ଆମେରିକା ସ୍ୱରାଷ୍ଟ୍ର ବିଭାଗ ହାଶେମଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା । ଖବର ଅନୁଯାୟୀ ନାସରାଲ୍ଲା ହିଜବୁଲ ମଧ୍ୟରେ ଥିବା ବିଭିନ୍ନ ପରିଷଦରେ ହାଶେମଙ୍କ ପାଇଁ ପଦବୀ ପ୍ରସ୍ତୁତ କରିବା ଆରମ୍ଭ କରିଥିଲା । ହାମେଶ ର ବେଶଭୂଷା ଠିକ୍ ନସରଲ୍ଲା ପରି ।
କିଏ ହେବ ପରବର୍ତ୍ତୀ 'ହିଜବୁଲ୍ଲା' ମୁଖ୍ୟ?
କିଏ ହେବ ନସରଲ୍ଲାହର ଉତ୍ତରାଧିକାରୀ?
'ହିଜବୁଲ୍ଲା' ମୁଖ୍ୟ' ହାଶେମ ସଫିଉଦ୍ଦିନ ହୋଇପାରେ
ହାଶେମ ହେଉଛି ନସରଲ୍ଲାହର ସର୍ମ୍ପକୀୟ ଭାଇ
ହିଜବୁଲ୍ଲାର ରାଜନୀତି ବ୍ୟାପରକୁ ତଦାରଖ କରେ ହାଶେମ
ହାମେଶର ବେଶଭୂଷା ଠିକ୍ ନସରଲ୍ଲା ପରି
୨୦୧୭ରେ ଆମେରିକା ହାଶେମଙ୍କୁ ଆତଙ୍କବାଦୀ ଘୋଷଣା କରିଛି