କିଏ ହେବେ କଂଗ୍ରେସ ବିରୋଧୀ ଦଳ ନେତା ? ଏମିତି ଚର୍ଚ୍ଚା ଭିତରେ ଏଭଳି ମନ୍ତବ୍ୟ ରଖିଲେ ତାରା ବାହିନୀପତି

ଭୁବନେଶ୍ବର ୭।୬: କଂଗ୍ରେସ ବିରୋଧୀ ଦଳ ନେତା ହୋଇପାରନ୍ତି ତାରା ପ୍ରସାଦ ବାହିନୀପତି । ଏନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଏମିତିକି ତାରା ମଧ୍ୟ ଦାୟିତ୍ବ ନେବା ପାଇଁ ଇଛା ପ୍ରକାଶ କରୁଛନ୍ତି । ତାରା ବାହିନୀପତି ୫ ଥର କଂଗ୍ରେସରୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ପାଖରେ ଦକ୍ଷତା ଅଛି ବୋଲି ସେ ନିର୍ବାଚନ ଜିତୁଛନ୍ତି । କିନ୍ତୁ ସବୁ ପରେ ବି ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ସବୁ ନିର୍ଭର କରେ । ଖାଲି ସେତିକି ନୁହେଁ ଯେଉଁ କଂଗ୍ରେସ ନେତା କମ୍ ମାର୍ଜିନରେ ହାରିଛନ୍ତି ଦଳ ତାଙ୍କୁ ବଡ ତଥା ସଂଗଠନ ଦାୟିତ୍ବ ବି ଦେଇପାରେ ।You Can Read :ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା? ପୋଲିସର ଛାନ୍‌ଭିନ୍

କିଏ ହେବେ କଂଗ୍ରେସ ବିରୋଧୀ ଦଳ ନେତା ? ଏମିତି ଚର୍ଚ୍ଚା ଭିତରେ ଏଭଳି ମନ୍ତବ୍ୟ ରଖିଲେ ତାରା ବାହିନୀପତି

ଭୁବନେଶ୍ବର ୭।୬: କଂଗ୍ରେସ ବିରୋଧୀ ଦଳ ନେତା ହୋଇପାରନ୍ତି ତାରା ପ୍ରସାଦ ବାହିନୀପତି । ଏନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଏମିତିକି ତାରା ମଧ୍ୟ ଦାୟିତ୍ବ ନେବା ପାଇଁ ଇଛା ପ୍ରକାଶ କରୁଛନ୍ତି । 

ତାରା ବାହିନୀପତି ୫ ଥର କଂଗ୍ରେସରୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ପାଖରେ ଦକ୍ଷତା ଅଛି ବୋଲି ସେ ନିର୍ବାଚନ ଜିତୁଛନ୍ତି । କିନ୍ତୁ ସବୁ ପରେ ବି ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ସବୁ ନିର୍ଭର କରେ । ଖାଲି ସେତିକି ନୁହେଁ ଯେଉଁ କଂଗ୍ରେସ ନେତା କମ୍ ମାର୍ଜିନରେ ହାରିଛନ୍ତି ଦଳ ତାଙ୍କୁ ବଡ ତଥା ସଂଗଠନ ଦାୟିତ୍ବ ବି ଦେଇପାରେ ।

You Can Read :

ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା? ପୋଲିସର ଛାନ୍‌ଭିନ୍