କିଙ୍ଗ କୋହଲିଙ୍କ ଉପରେ ଆଇସିସିର ଆକ୍ସନ, କଟିଲା ୨୦ ପ୍ରତିଶତ ମ୍ୟାଚ ଫି
କିଙ୍ଗ କୋହଲିଙ୍କ ଉପରେ ଆଇସିସିର ଆକ୍ସନ। ଅଷ୍ଟ୍ରେଲିଅ ଖେଳାଳିଙ୍କୁ ଧକ୍କା ଦେବାରୁ କୋହଲିଙ୍କ ୨୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଲେବଲ୍ ୱାନ୍ ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମ୍ୟାଚ୍ ଫି’ କଟାଯାଇଥିବା କୁହାଯାଇଛି । ବର୍ଡର-ଗାଭାସ୍କର ଟ୍ରଫିର ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଇନିଂସର ଦଶମ ଏବଂ ଏକାଦଶ ଓଭର ମଧ୍ୟରେ ବିରତି ବେଳେ ଏହି ଘଟଣା ଘଟିଥିଲା । କନଷ୍ଟାସ୍ ଏବଂ ଉସମାନ ଖ୍ବାଜା ସାଇଡ ଚେଞ୍ଚ କରୁଥିବା ବେଳେ କୋହଲି କନଷ୍ଟାସ୍ […] The post କିଙ୍ଗ କୋହଲିଙ୍କ ଉପରେ ଆଇସିସିର ଆକ୍ସନ, କଟିଲା ୨୦ ପ୍ରତିଶତ ମ୍ୟାଚ ଫି appeared first on KNews Odisha.

କିଙ୍ଗ କୋହଲିଙ୍କ ଉପରେ ଆଇସିସିର ଆକ୍ସନ। ଅଷ୍ଟ୍ରେଲିଅ ଖେଳାଳିଙ୍କୁ ଧକ୍କା ଦେବାରୁ କୋହଲିଙ୍କ ୨୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ଲେବଲ୍ ୱାନ୍ ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମ୍ୟାଚ୍ ଫି’ କଟାଯାଇଥିବା କୁହାଯାଇଛି । ବର୍ଡର-ଗାଭାସ୍କର ଟ୍ରଫିର ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଇନିଂସର ଦଶମ ଏବଂ ଏକାଦଶ ଓଭର ମଧ୍ୟରେ ବିରତି ବେଳେ ଏହି ଘଟଣା ଘଟିଥିଲା ।
କନଷ୍ଟାସ୍ ଏବଂ ଉସମାନ ଖ୍ବାଜା ସାଇଡ ଚେଞ୍ଚ କରୁଥିବା ବେଳେ କୋହଲି କନଷ୍ଟାସ୍ ଙ୍କ ଆଡକୁ ଯାଇଥିଲେ। ଏତିକି ବେଳେ କୋହଲିଙ୍କ କାନ୍ଧ କନଷ୍ଟାସ୍ ଙ୍କ କାନ୍ଧରେ ବାଜିଥିଲା । ପ୍ରଥମ ଦିନ ଶେଷ ହେବା ମାତ୍ରେ ବିରାଟ କୋହଲିଙ୍କ ଉପରେ ଜରିମାନା ଲଗାଇଛି ଆଇସିସି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟରେ ୩୧୧ ରନ କରିଛି ।
ସାମ କନଷ୍ଟାସ ୬୦ରନ କରିଥିବା ବେଳଏ ଉସମାନ ଖ୍ବାଜା ୫୭, ମାର୍ଲସ ଲାବୁସଚାଗନେ ୭୧ ଓ ଷ୍ଟିଭେନ ସ୍ମିତ ୬୮ରନ କରିଥିଲେ। ଭାରତ ପକ୍ଷରୁ ବୁମରା ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଆକାଶଦୀପ,ଜାଡେଜା ଓ ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
The post କିଙ୍ଗ କୋହଲିଙ୍କ ଉପରେ ଆଇସିସିର ଆକ୍ସନ, କଟିଲା ୨୦ ପ୍ରତିଶତ ମ୍ୟାଚ ଫି appeared first on KNews Odisha.