କିଟ୍ ଛକରେ ଅଗ୍ନିକାଣ୍ଡ, ନିଆଁ ଲିଭା ପାଇଁ ଉଦ୍ୟମ ଜାରି
ଭୁବନେଶ୍ବର: ଭୁବନେଶ୍ବର କିଟ ଛକରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମାରୁତି ଇଷ୍ଟେଟ ବିଲ୍ଡିଂରେ ନିଆଁ ଲାଗିଥିବା ଜଣାପଡ଼ିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ବିଲ୍ଡିଂର ଚତୁର୍ଥ ମହଲାରେ ନିଆଁ ଲାଗିଥିବା ସୂଚନା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଉଦ୍ୟମ ଜାରି ରଖିଛି।