କିନ୍ନର ସାଜିଲେ କନିଆଁ, ସିନ୍ଦୁର ଶଙ୍ଖା ପିନ୍ଧି ସ୍ୱାମୀଙ୍କ ସହ ଗଲେ ଶାଶୁଘର
ନିଜର ହୃଦୟର ପ୍ରେମକୁ ସାର୍ଥକ କରିବା ପାଇଁ ସବୁକିଛି ଭୁଲିଗଲେ ପ୍ରେମୀ ଯୁଗଳ। ସୋସିଆଲ ମିଡ଼ିଆରେ ପ୍ରେମ କରି ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜଣେ କିନ୍ନର ଓ ଜଣେ ଯୁବକ। ଏ ହେଉଛି ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା ଠାରେ ଥିବା ମାଆ