କିର୍ମିରାରେ ଅନାସ୍ଥାକୁ ନେଇ ହାଇଡ୍ରାମା ପ୍ରସଙ୍ଗ ।  ଝାରସୁଗୁଡ଼ାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।

କନକ ବ୍ୟୁରୋ : କିର୍ମିରାରେ ଅନାସ୍ଥାକୁ ନେଇ ହାଇଡ୍ରାମା ପ୍ରସଙ୍ଗ, ଝାରସୁଗୁଡ଼ାରେ ପହଁଚିଲା ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଏହି ଘଟଣାକୁ କେନ୍ଦ୍ର କରି ବିଜେଡିର ଏକ ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସମୃକ୍ତ ସମିତି ସଭ୍ୟ ଓ ସରପଞ୍ଚକୁ ନେଇ ବୈଠକ କରୁଛି । ବୈଠକ ପରେ ଯେଉଁ ନିଷ୍କର୍ଷ ବାହାରିବ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ପ୍ରତାପ ଜେନା,ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ଦେବସ ଆଚାର୍ୟ୍ୟ,ସୁଦର୍ଶନ ହରିପାଲ, ସମେତ ଅଳକା ମହାନ୍ତି ଦିପାଲି ଦାସ ଓ ଅନ୍ୟ ବିଜେଡି ନେତାମାନେ ରହିଛନ୍ତି  । 

କିର୍ମିରାରେ ଅନାସ୍ଥାକୁ ନେଇ ହାଇଡ୍ରାମା ପ୍ରସଙ୍ଗ ।  ଝାରସୁଗୁଡ଼ାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍  ।

କନକ ବ୍ୟୁରୋ : କିର୍ମିରାରେ ଅନାସ୍ଥାକୁ ନେଇ ହାଇଡ୍ରାମା ପ୍ରସଙ୍ଗ, ଝାରସୁଗୁଡ଼ାରେ ପହଁଚିଲା ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଏହି ଘଟଣାକୁ କେନ୍ଦ୍ର କରି ବିଜେଡିର ଏକ ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସମୃକ୍ତ ସମିତି ସଭ୍ୟ ଓ ସରପଞ୍ଚକୁ ନେଇ ବୈଠକ କରୁଛି ।

ବୈଠକ ପରେ ଯେଉଁ ନିଷ୍କର୍ଷ ବାହାରିବ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ପ୍ରତାପ ଜେନା,ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ଦେବସ ଆଚାର୍ୟ୍ୟ,ସୁଦର୍ଶନ ହରିପାଲ, ସମେତ ଅଳକା ମହାନ୍ତି ଦିପାଲି ଦାସ ଓ ଅନ୍ୟ ବିଜେଡି ନେତାମାନେ ରହିଛନ୍ତି  ।