କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍ । ଯାହା କିସ୍ କ୍ୟାମ୍ପସ ଦୂତି ଚାନ୍ଦ ଆଥଲେଟିକ ଷ୍ଟାଡିୟମ ପାଖରେ ଅର୍ଧ ନିର୍ମିତ ହୋଇ ରହିଛି । କିମ୍ସର କ୍ୟାମ୍ପସ ୫ରେ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ, କ୍ୟାମ୍ପସ ୨୫ରେ କଂପ୍ୟୁଟର ସାଇନ୍ସର ନୂଆ ବିଲ୍ଡିଂରେ ପୂଜା ଓ କିସ୍ କ୍ୟାମ୍ପସରେ ଅଧା ନବନିର୍ମିତ ସାଇକେଲ ଭିଲୋ ଡ୍ରମକୁ ପୂଜା କରିଛନ୍ତି । […] The post କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ appeared first on KNews Odisha.

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ
kiit

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍ । ଯାହା କିସ୍ କ୍ୟାମ୍ପସ ଦୂତି ଚାନ୍ଦ ଆଥଲେଟିକ ଷ୍ଟାଡିୟମ ପାଖରେ ଅର୍ଧ ନିର୍ମିତ ହୋଇ ରହିଛି । କିମ୍ସର କ୍ୟାମ୍ପସ ୫ରେ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ, କ୍ୟାମ୍ପସ ୨୫ରେ କଂପ୍ୟୁଟର ସାଇନ୍ସର ନୂଆ ବିଲ୍ଡିଂରେ ପୂଜା ଓ କିସ୍ କ୍ୟାମ୍ପସରେ ଅଧା ନବନିର୍ମିତ ସାଇକେଲ ଭିଲୋ ଡ୍ରମକୁ ପୂଜା କରିଛନ୍ତି ।

କିମ୍ସର କ୍ୟାମ୍ପସ ୫ରେ ଇଣ୍ଡୋର ଷ୍ଟାଡିୟମରେ କିମସର ଷ୍ଟାଫମାନଙ୍କ ପାଇଁ ଚେସ୍, କ୍ୟାରୋମ ଭଳି ଅନେକ ଇନଡୋର ଗେମ୍ ରହିଛି ଯାହା କିମ୍ସର କର୍ମଚାରୀଙ୍କ ପାଇଁ ଅନେକ ସୁବିଧା ଯୋଗାଇବ । କ୍ୟାମ୍ପସ ୨୫ରେ କଂପ୍ୟୁଟର ସାଇନ୍ସର ନୂଆ ବିଲ୍ଡିଂ ଯାହା ନୂତନ ଜ୍ଞାନ କୌଶଳ ସହ ଅତ୍ୟାଧୁନିକ ସେବା ଯୋଗାଇବ । ଗୋଟିଏ ଜାଗାରେ ହଷ୍ଟେଲ ଗୋଟିଏ ଜାଗାରେ ଅତ୍ୟାଧୁନିକ କ୍ଲାସ୍ ରୁମ୍ ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଖୁବ ସୁବିଧା ହେବ । ଆଜି ଏହି ବିଲ୍ଡିଂକୁ ପୂଜା କରାଯାଇଛି । ଖୁବ୍ ଶୀଘ୍ର ଏହାର ଉଦଘାଟନ ହେବ ।

The post କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ appeared first on KNews Odisha.