କୁଆଡ଼େ ଗଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ?

ରତ୍ନ ଭଣ୍ଡାର ଚାବି ପଳାଇଛି କି ତାମିଲନାଡୁ ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ।

କୁଆଡ଼େ ଗଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ?

କୁଆଡ଼େ ଗଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ? ଅସଲି ନଥିଲେ ନକଲି ବାହାରିବନି। ଚାବି ଅଛି କିନ୍ତୁ ଭିତରେ ରତ୍ନ ଅଳଙ୍କାର ନାହିଁ। ଭୟରେ ଖୋଲୁନାହାନ୍ତି ରାଜ୍ୟ ସରକାର। କାରଣ ଖୋଲିଦେଲେ ସତ୍ୟ ଉନ୍ମୋଚନ ହୋଇଯିବ। ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବୁଦ୍ଧିଜୀବୀ। ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପଲିଟିକାଲ ଖଟିରେ ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ଲୋକ କ'ଣ ପ୍ରତିକ୍ରିୟା ରଖିଛନ୍ତି ଶୁଣନ୍ତୁ।