କୁଖ୍ୟାତ ଆତଙ୍କୀ ଲିଡର୍ ହାଜି ଆକବରକୁ ହତ୍ୟା, କାଶ୍ମୀର ପଣ୍ଡିତଙ୍କୁ ଦେଉଥିଲା ଧମକ
ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ଇସଲାମକୁ ବଡ଼ ଝଟକା। କୁଖ୍ୟାତ ଆତଙ୍କବାଦୀ ତଥା ସଂଗଠନର କମାଣ୍ଡର ହାଜି ଆକବର ଆଫ୍ରିଦିକୁ ହତ୍ୟା। ଖୈବର ଜିଲ୍ଲାର ବାରାଠାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ହାଜିରର ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କୁ ବନ୍ଧୁକଧାରୀମାନେ ଟାର୍ଗେଟ କରୁଛନ୍ତି।ଲଶ୍କର-ଇ-ଇସଲାମ ଆତଙ୍କବାଦୀ ଜଡିତ ଥିଲା ଆଫ୍ରିଦି। ହାଜି ଆକବର ଆଫ୍ରିଦି କାଶ୍ମୀରରେ ଆତଙ୍କବାଦ ବିସ୍ତାର କରୁଥିଲା। ସେ କାଶ୍ମୀର ପଣ୍ଡିତମାନଙ୍କୁ କାଶ୍ମୀର ଛାଡିବାକୁ ଚେତାବନୀ ଦେଇଥିଲା। ଏହି ସଂସ୍ଥାର ଆତଙ୍କବାଦୀ ବିଭିନ୍ନ ସମ୍ପ୍ରଦାୟକୁ ଧମକ ଦେବା ଏବଂ ଭୟ ସୃଷ୍ଟି କରୁଥିଲେ। ଅତୀତରେ, ଏହି ଗୋଷ୍ଠୀ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି କାଶ୍ମୀର ଛାଡିବାକୁ କିମ୍ବା ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲେ। ଆକବର ୨୦୧୪ରୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ISI ସହିତ ଯୋଗାଯୋଗରେ ଥିଲା।Haji Akbar Afridi, Commander of the Lashkar-e-Islam, was killed by unidentified gunmen in Bara, Khyber district. Meanwhile the group has released a statement clarifying that commander Akbar surrendered to the Pakistan army before 2014 and was no longer associated with the group pic.twitter.com/sDukyvOQbr— Khyber Scoop (@KhyberScoop) April 25, 2024ବହୁ
ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ଇସଲାମକୁ ବଡ଼ ଝଟକା। କୁଖ୍ୟାତ ଆତଙ୍କବାଦୀ ତଥା ସଂଗଠନର କମାଣ୍ଡର ହାଜି ଆକବର ଆଫ୍ରିଦିକୁ ହତ୍ୟା। ଖୈବର ଜିଲ୍ଲାର ବାରାଠାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ହାଜିରର ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କୁ ବନ୍ଧୁକଧାରୀମାନେ ଟାର୍ଗେଟ କରୁଛନ୍ତି।
ଲଶ୍କର-ଇ-ଇସଲାମ ଆତଙ୍କବାଦୀ ଜଡିତ ଥିଲା ଆଫ୍ରିଦି। ହାଜି ଆକବର ଆଫ୍ରିଦି କାଶ୍ମୀରରେ ଆତଙ୍କବାଦ ବିସ୍ତାର କରୁଥିଲା। ସେ କାଶ୍ମୀର ପଣ୍ଡିତମାନଙ୍କୁ କାଶ୍ମୀର ଛାଡିବାକୁ ଚେତାବନୀ ଦେଇଥିଲା। ଏହି ସଂସ୍ଥାର ଆତଙ୍କବାଦୀ ବିଭିନ୍ନ ସମ୍ପ୍ରଦାୟକୁ ଧମକ ଦେବା ଏବଂ ଭୟ ସୃଷ୍ଟି କରୁଥିଲେ। ଅତୀତରେ, ଏହି ଗୋଷ୍ଠୀ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି କାଶ୍ମୀର ଛାଡିବାକୁ କିମ୍ବା ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲେ। ଆକବର ୨୦୧୪ରୁ ପାକିସ୍ତାନର ଗୁପ୍ତଚର ଏଜେନ୍ସି ISI ସହିତ ଯୋଗାଯୋଗରେ ଥିଲା।
Haji Akbar Afridi, Commander of the Lashkar-e-Islam, was killed by unidentified gunmen in Bara, Khyber district. Meanwhile the group has released a statement clarifying that commander Akbar surrendered to the Pakistan army before 2014 and was no longer associated with the group pic.twitter.com/sDukyvOQbr— Khyber Scoop (@KhyberScoop) April 25, 2024
ବହୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଦାବି କରାଯାଇଛି ଯେ ବାରା ଅଞ୍ଚଳରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ଇସଲାମର ନେତା ହାଜି ଆକବର ଆଫ୍ରିଦିଙ୍କୁ ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଛନ୍ତି।