କୁବେର ଯନ୍ତ୍ରୀ ସୁନୀଲଙ୍କୁ ବାନ୍ଧିଲା ଭିଜିଲାନ୍ସ,ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ରେଡ୍

ଭୁବନେଶ୍ବର ୨୬/୭:  କୁବେର ଯନ୍ତ୍ରୀ ସୁନୀଲ ରାଉତ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନୀଲକୁ ଗିରଫ କରିଛି ଭିଜିଲାନ୍ସ । ଲୋୟର ସୁକତେଲ ପ୍ରକଲ୍ପର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସୁନୀଲ । ଆଜି ମଥୁରାରେ ଏକ ଫ୍ଲାଟ ଠାବ କରିଥିଲା ଭିଜିଲାନ୍ସ ଟିମ୍‌ । ଗତକାଲି ସୁନୀଲଙ୍କର ୩୪ଟି ପ୍ଲଟ, ୨ଟି କୋଠା ଓ ୨ଟି ଫ୍ଲାଟ ଠାବ କରିଥିଲା ଭିଜିଲାନ୍ସ ଟିମ୍‌ । ପୈତୃକ ଘର, ପୁଅ ଘର,ସରକାରୀ ଘର, କାର୍ଯ୍ୟାଳୟ ଏମିତି ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା।   