କୁଳପତି ଅଧ୍ୟାପକ ନିଯୁକ୍ତି କେବେ?

#କୂଳପତି_ଅଧ୍ୟାପକ_ନିଯୁକ୍ତି_କେବେ? ରାଜ୍ୟରେ ୧୭ ବିଶ୍ବବିଦ୍ୟାଳୟରୁ ୧୫ରେ ନାହାଁନ୍ତି କୁଳପତି। ୨୦୨୭ ଅଧ୍ୟାପକ ପଦରୁ ୧୩୫୩ ଅଧ୍ୟାପକ ପଦ ଖାଲି। କୁଳପତି ନିଯୁକ୍ତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟିକ ଅସଙ୍ଗତି ଦୂର ପରେ ବି ସମସ୍ୟା ଯୋଉଠି ସେଇଠି। ତେବେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କହିବା କଥା, ଉଭୟ ନିଯୁକ୍ତି ପ୍ରକ୍ରିୟା ଯେତେ ଶୀଘ୍ର ସମ୍ଭବ ଆରମ୍ଭ ପାଇଁ ଉଦ୍ୟମ ଚାଲିଛି।

କୁଳପତି ଅଧ୍ୟାପକ ନିଯୁକ୍ତି କେବେ?
Array